ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ତାମିଲନାଡୁରେ ପାଣିରେ ବୁଡି ପିଲାମାନଙ୍କ ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ଶୋକ ବ୍ୟକ୍ତ
ପୋଷ୍ଟ କରାଯିବା ଦିନାଙ୍କ:
06 JUN 2022 11:04AM by PIB Bhubaneshwar
ତାମିଲନାଡୁର କୁଡ୍ଡାଲୋର ଠାରେ ପାଣିରେ ବୁଡି ପିଲାମାନଙ୍କ ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;
“ତାମିଲନାଡୁର କୁଡ୍ଡାଲୋର ଠାରେ ପାଣିରେ ବୁଡି ପିଲାମାନଙ୍କ ମୃତ୍ୟୁ ଘଟଣାରେ ବେଶ ମର୍ମାହତ । ଦୁଃଖର ଏହି ମୁହୂର୍ତ୍ତରେ ଶୋକସନ୍ତପ୍ତ ପରିବାରଗୁଡିକୁ ସମବେଦନା ଜଣାଉଛି: PM”
SR
(ରିଲିଜ ଆଡି: 1831576)
ପରିଦର୍ଶକ କାଉଣ୍ଟର : 180
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam