ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଇସ୍ରାଏଲର ଉପ ପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ଲେଫ୍ଟଲାଣ୍ଟ ଜେନେରାଲ୍ ବେଞ୍ଜାମିନ୍ ଗାଣ୍ଟଜ୍ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି

प्रविष्टि तिथि: 02 JUN 2022 8:20PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଇସ୍ରାଏଲର ଉପ ପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ଲେଫ୍ଟଲାଣ୍ଟ ଜେନେରାଲ୍ ବେଞ୍ଜାମିନ୍ ଗାଣ୍ଟଜ୍ ସାକ୍ଷାତ କରିଛନ୍ତି ।

ନେତାମାନେ ଗତ କିଛି ବର୍ଷ ମଧ୍ୟରେ ଭାରତ ଏବଂ ଇସ୍ରାଏଲ ମଧ୍ୟରେ ପ୍ରତିରକ୍ଷା ସହଯୋଗର ଦ୍ରୁତ ଅଭିବୃଦ୍ଧିର ସମୀକ୍ଷା କରିଥିଲେ । ଭାରତରେ ସହ-ବିକାଶ ଏବଂ ସହ-ଉତ୍ପାଦନର ସୁଯୋଗରୁ ଉପକୃତ ହେବାକୁ ପ୍ରଧାନମନ୍ତ୍ରୀ ଇସ୍ରାଏଲ୍ ପ୍ରତିରକ୍ଷା କମ୍ପାନୀଗୁଡିକୁ ଉତ୍ସାହିତ କରିଥିଲେ ।

HS


(रिलीज़ आईडी: 1830627) आगंतुक पटल : 175
इस विज्ञप्ति को इन भाषाओं में पढ़ें: Malayalam , English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada