ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
                
                
                
                
                
                    
                    
                        ଗତ ମାସର ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଉପରେ ଆଧାରିତ ଏକ ପୁସ୍ତିକା ଶେୟାର କଲେ ପ୍ରଧାନମନ୍ତ୍ରୀ
                    
                    
                        
                    
                
                
                    Posted On:
                22 MAY 2022 1:33PM by PIB Bhubaneshwar
                
                
                
                
                
                
                ପ୍ରଧାନମନ୍ତ୍ରୀ ଗତ ମାସର ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଉପରେ ଆଧାରିତ ଏକ ପୁସ୍ତିକା ଶେୟାର କରିଛନ୍ତି, ଯେଉଁଥିରେ କାର୍ଯ୍ୟକ୍ରମରେ ଚର୍ଚ୍ଚା କରା ଯାଇଥିବା ବିଷୟ ସମ୍ପର୍କିତ ଆକର୍ଷଣୀୟ ଲେଖା ରହିଛି । 
ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, 
“ମୋତେ ଆଗାମୀ ସପ୍ତାହରେ ଆୟୋଜିତ ହେବାକୁ ଯାଉଥିବା ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ନିମନ୍ତେ ଅଗଣିତ ଇନ୍ପୁଟ୍ ପ୍ରାପ୍ତ ହେବାରେ ଲାଗିଛି । ମୋତେ ଅନେକ ସଂଖ୍ୟାରେ ଯୁବକଯୁବତୀମାନଙ୍କୁ ସେମାନଙ୍କର ବିଚାର ବାଂଟିବା ଦେଖି ବହୁତ ଖୁସି ଲାଗୁଛି । ଏଠାରେ ଗତ ମାସର ଏପିସୋଡ୍ ଉପରେ ଆଧାରିତ ଏକ ପୁସ୍ତିକା ରହିଛି, ଯେଉଁଥିରେ ଚର୍ଚ୍ଚା କରା ଯାଇଥିବା ବିଷୟ ଉପରେ ଆକର୍ଷଣୀୟ ଲେଖା ରହିଛି ।“
http://davp.nic.in/ebook/mkbhin2022/index.html"
 
****
SSP
 
 
                
                
                
                
                
                (Release ID: 1827448)
                Visitor Counter : 185
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam