ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
azadi ka amrit mahotsav

କାନ୍ସ ଗସ୍ତରେ ଯିବେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଡଃ ଏଲ ମୁରୁଗାନ

प्रविष्टि तिथि: 20 MAY 2022 12:22PM by PIB Bhubaneshwar

କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡଃ ଏଲ ମୁରୁଗାନ ଫ୍ରାନ୍ସ ଗସ୍ତରେ ଯାଉଛନ୍ତି । ମେ ୨୨ରୁ ୨୪, ୨୦୨୨ ପର୍ଯ୍ୟନ୍ତ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବା ପାଇଁ ଡଃ ମୁରୁଗାନ ଶନିବାର, ମେ ୨୧, ୨୦୨୨ରେ ଫ୍ରାନ୍ସ ଗସ୍ତରେ ବାହାରିବେ । 

ମେ ୨୨, ୨୦୨୨ରେ ଫ୍ରାନ୍ସରେ ପହଞ୍ଚି ଡଃ ଏଲ. ମୁରୁଗାନ କାନ୍ସ ଫିଲ୍ମ ଫେଷ୍ଟିଭାଲର ବିଭିନ୍ନ କାର୍ଯ୍ୟକ୍ରମ ଓ ବୈଠକରେ ଭାଗ ନେବେ । 

ମେ ୨୫, ୨୦୨୨ ସକାଳେ ଡଃ ମୁରୁଗାନ ନୂଆଦିଲ୍ଲୀରେ ପହଞ୍ଚିବେ । 

 

SR


(रिलीज़ आईडी: 1826885) आगंतुक पटल : 169
इस विज्ञप्ति को इन भाषाओं में पढ़ें: Marathi , English , Urdu , हिन्दी , Bengali , Punjabi , Gujarati , Tamil , Kannada , Malayalam