ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରୀ ପରିଷଦ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 17 MAY 2022 8:56AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରୀ ପରିଷଦ ସହିତ ଆଲୋଚନା କରିଛନ୍ତି ସେମାନେ ଉତ୍ତମ ଶାସନ ଏବଂ ନାଗରିକମାନଙ୍କ ପାଇଁ  "ସହଜ ଜୀବନ ଯାପନସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ

ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି;

ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରୀ ପରିଷଦ ସହିତ ଏକ ବ୍ୟାପକ ପାରସ୍ପରିକ ଆଲୋଚନା ହୋଇଥିଲା ଆମେ ଉତ୍ତମ ଶାସନ ତଥା ନାଗରିକଙ୍କ ପାଇଁ ସହଜ ଜୀବନ ଯାପନ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲୁ

HS

 


(रिलीज़ आईडी: 1825957) आगंतुक पटल : 169
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam