ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସରକାରୀ ଗସ୍ତରେ ଲୁମ୍ବିନୀ, ନେପାଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

Posted On: 16 MAY 2022 11:56AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ବୁଦ୍ଧ ଜୟନ୍ତୀ ଅବସରରେ ସରକାରୀ ଗସ୍ତରେ ନେପାଳର ଲୁମ୍ବିନୀ ଠାରେ ପହଁଚିଛନ୍ତି । 

. ପ୍ରଧାନମନ୍ତ୍ରୀ ମୋଦୀ ଲୁମ୍ବିନୀରେ ପହଞ୍ଚିବା ପରେ ନେପାଳ ପ୍ରଧାନମନ୍ତ୍ରୀ ଶ୍ରୀ ଶେର ବାହାଦୂର ଦେଉବା, ତାଙ୍କ ପତ୍ନୀ ଡଃ ଅର୍ଜୁ ରାଣା ଦେଉବା ଓ ନେପାଳ ସରକାରଙ୍କ ବହୁ ମନ୍ତ୍ରୀ ତାଙ୍କୁ ସ୍ୱାଗତ କରିଥିଲେ ।

. ପ୍ରଧାନମନ୍ତ୍ରୀ ଭାବେ ଏହା ତାଙ୍କର ପଞ୍ଚମ ନେପାଳ ଓ ପ୍ରଥମ ଲୁମ୍ବିନୀ ଗସ୍ତ ।

 

SR



(Release ID: 1825825) Visitor Counter : 138