ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗୋପାଳ କୃଷ୍ଣ ଗୋଖଲେଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
09 MAY 2022 8:57AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାନ ଗୋପାଳ କୃଷ୍ଣ ଗୋଖଲେଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ତାଙ୍କ ଜନ୍ମ ବାର୍ଷିକୀରେ ମହାନ ଗୋପାଳ କୃଷ୍ଣ ଗୋଖଲେଙ୍କୁ ଶ୍ରଦ୍ଧାଞ୍ଜଳି । ଆମର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଅବିସ୍ମରଣୀୟ । ଗଣତାନ୍ତ୍ରିକ ନୀତି ତଥା ସାମାଜିକ ସଶକ୍ତିକରଣ ପ୍ରତି ତାଙ୍କର ନିରନ୍ତର ପ୍ରତିବଦ୍ଧତା ଆମକୁ ପ୍ରେରଣା ଯୋଗାଇଥାଏ ।”
HS
(रिलीज़ आईडी: 1823840)
आगंतुक पटल : 188
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam