ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଇସ୍ରାଏଲୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତା

Posted On: 05 MAY 2022 8:50PM by PIB Bhubaneshwar

ନମସ୍କାର !

ସାଲୋମ୍ !

ଇସ୍ରାଏଲ୍‌ର ପଂଚସ୍ତରିତମ ସ୍ୱାଧୀନତା ଦିବସ ଅବସରରେ, ଭାରତ ସରକାର ଏବଂ ଭାରତର ନାଗରିକ ମାନଙ୍କ ପକ୍ଷରୁ, ମୁଁ ଆମର ସମସ୍ତ ଇସ୍ରାଏଲୀ ବନ୍ଧୁ ମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି । ଏହି ବର୍ଷ ମଧ୍ୟ ଆମେ ଆମର କୂଟନୈତିକ ସମ୍ପର୍କର ତ୍ରୟୋଦଶତମ ବାର୍ଷିକୀ ପାଳନ କରୁଛୁ । ଯଦିଓ ଏହି ଅଧ୍ୟାୟ ନୂଆ ଅଟେ, କିନ୍ତୁ ଉଭୟ ଦେଶ ମଧ୍ୟରେ ସମ୍ପର୍କ ବହୁତ ପୁରୁଣା । ମୁଁ ଆଶା କରୁଛି ଯେ, ଆଗାମୀ ଦିନ ମାନଙ୍କରେ ଆମ ଭିତରେ ସମ୍ପର୍କ ଗଭୀରରୁ ଗଭୀରତମ ହେବ ।

ଧନ୍ୟବାଦ !

ତୋଡା ରାବା !

ସୂଚନା - ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟର ଆନୁମାନିକ ଅନୁବାଦ । ମୂଳ ଟିପ୍ପଣୀ ହିନ୍ଦୀରେ ପ୍ରଦାନ କରା ଯାଇଥିଲା ।

 


 

****

SSP



(Release ID: 1823163) Visitor Counter : 138