ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଷଷ୍ଠ ଭାରତ-ଜର୍ମାନୀ ଆନ୍ତଃସରକାରୀ ବିଚାରବିମର୍ଶ ଅବସରରେ ସ୍ବାକ୍ଷରିତ ରାଜିନାମା

Posted On: 02 MAY 2022 8:10PM by PIB Bhubaneshwar

 

କ୍ରଂ ସଂ.

ରାଜିନାମା

ସ୍ବାକ୍ଷରକାରୀ

ଭାରତୀୟ ପକ୍ଷ

ଜର୍ମାନ ପକ୍ଷ

ନେତୃତ୍ବ ସ୍ତରରେ

1.

ସବୁଜ ଓ ଦୀର୍ଘସ୍ଥାୟୀ ବିକାଶ ଭାଗିଦାରୀ

ଶ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ

ଶ୍ରୀ ଓଲାଫ ସ୍କୋଲଜ୍‌,

ଚାନ୍ସେଲର

ଅନ୍ୟାନ୍ୟ ରାଜିନାମା

2.

ତୃତୀୟ ବିଶ୍ବ ରାଷ୍ଟ୍ରରେ ତ୍ରିକୋଣୀୟ ବିକାଶ ସହଯୋଗ ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ଜେଡିଆଇ

ଡକ୍ଟର. ଏସ. ଜୟଶଙ୍କର, ବୈଦେଶିକ ବ୍ୟାପାର ମନ୍ତ୍ରୀ

ସ୍ବେଞ୍ଜା ସ୍କୁଲ୍‌ଜ୍‌, ଆର୍ଥିକ ସହଯୋଗ ଓ ବିକାଶ ମନ୍ତ୍ରୀ

3.

ଗୋପନୀୟ ସୂଚନାର ବିନିମୟ ଓ ଆପୋସ ସୁରକ୍ଷା ଉପରେ ରାଜିନାମା ଏବଂ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଜର୍ମାନ ବିଦେଶ ମନ୍ତ୍ରଣାଳୟ କାର୍ଯ୍ୟାଳୟ ମଧ୍ୟରେ ପ୍ରତ୍ୟକ୍ଷ  ଗୋପନୀୟ ଯୋଗାଯୋଗ ପ୍ରତିଷ୍ଠା ପାଇଁ ଏକ ରାଜିନାମା ଉପରେ ଏକ ଜେଡିଆଇ

ଡକ୍ଟର. ଏସ. ଜୟଶଙ୍କର, ବୈଦେଶିକ ବ୍ୟାପାର ମନ୍ତ୍ରୀ

ଆନ୍ନାଲିନା ବେରବୋକ, ବିଦେଶ ମନ୍ତ୍ରୀ

4.

Indo-German Development Cooperation
Regarding
Renewable Energy Partnership

ଡକ୍ଟର. ଏସ. ଜୟଶଙ୍କର, ବୈଦେଶିକ ବ୍ୟାପାର ମନ୍ତ୍ରୀ

ସ୍ବେଞ୍ଜା ସ୍କୁଲ୍‌ଜ୍‌, ଆର୍ଥିକ ସହଯୋଗ ଓ ବିକାଶ ମନ୍ତ୍ରୀ

5.

ବିସ୍ତୃତ ପ୍ରବାସ ଓ ପରିବହନ ସହଭାଗିତା ଉପରେ ରାଜିନାମା ଆରମ୍ଭ କରିବା ଲାଗି ଯୁଗ୍ମ ଘୋଷଣାନାମା

ଶ୍ରୀ ବିନୟ କ୍ବାତ୍ରା, ବିଦେଶ ସଚିବ

ମାହମଟ ଓଜଦେମିର

ସଂସଦୀୟ ସଚିବ, ଅନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟ

6.

ଭାରତର କର୍ପୋରେଟ କାର୍ଯ୍ୟନିର୍ବାହୀ ଏବଂ କନିଷ୍ଠ କାର୍ଯ୍ୟନିର୍ବାହୀମାନଙ୍କୁ ଉନ୍ନତ ପ୍ରଶିକ୍ଷଣ କ୍ଷେତ୍ରରେ ସହଯୋଗ ଜାରି ରଖିବା ଉପରେ ଜେଡିଆଇ

ଶ୍ରୀ ଅନୁରାଗ ଜୈନ, ସଚିବ, ଉଦ୍ୟୋଗ ପ୍ରୋତ୍ସାହନ ଏବଂ ଅନ୍ତରୀଣ ବାଣିଜ୍ୟ ବିଭାଗ

ରାଜ୍ୟ ସଚିବ ଉଡୋ ଫିଲିପ, ଆର୍ଥିକ ବ୍ୟାପାର ଏବଂ ଜଳବାୟୁ କାର୍ଯ୍ୟାନୁଷ୍ଠାନ ମନ୍ତ୍ରଣାଳୟ

ଭର୍ଚୁଆଲ ସ୍ବାକ୍ଷର

7.

ଭାରତ-ଜର୍ମାନ ସବୁଜ ହାଇଡ୍ରୋଜେନ ଟାସ୍କ ଫୋର୍ସ

ଶ୍ରୀ ଆର.କେ. ସିଂ, ଶକ୍ତି, ନୂତନ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରୀ

ରବର୍ଟ ହାବେକ୍‌,

ଆର୍ଥିକ ବ୍ୟାପାର ଓ ଜଳବାୟୁ କାର୍ଯ୍ୟାନୁଷ୍ଠାନ ସଂଘୀୟ ମନ୍ତ୍ରୀ

8.

ଏଗ୍ରୋଇକୋଲୋଜି ଉପରେ ଜେଡିଆଇ

ଶ୍ରୀ ନରେନ୍ଦ୍ର ସିଂ ତୋମର, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ

ସ୍ବେଞ୍ଜା ସ୍କୁଲ୍‌ଜ୍‌, ଆର୍ଥିକ ସହଯୋଗ ଓ ବିକାଶ ମନ୍ତ୍ରୀ

9.

ବନ୍ୟ ପରିଦୃଶ୍ୟ ପୁନରୁଦ୍ଧାର ଉପରେ ଜେଡିଆଇ

ଶ୍ରୀ ଭୂପେନ୍ଦର ଯାଦବ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ

ଷ୍ଟେଫି ଲେମକେ, ପରିବେଶ, ପ୍ରକୃତି ସଂରକ୍ଷଣ, ଆଣବିକ ନିରାପତ୍ତା ଏବଂ ଉପଭୋକ୍ତା ସୁରକ୍ଷା ବ୍ୟାପାର ସଂଘୀୟ ମନ୍ତ୍ରୀ

 

 

***********

P.S.



(Release ID: 1822165) Visitor Counter : 155