କ୍ରଂ ସଂ.
|
ରାଜିନାମା
|
ସ୍ବାକ୍ଷରକାରୀ
|
ଭାରତୀୟ ପକ୍ଷ
|
ଜର୍ମାନ ପକ୍ଷ
|
ନେତୃତ୍ବ ସ୍ତରରେ
|
1.
|
ସବୁଜ ଓ ଦୀର୍ଘସ୍ଥାୟୀ ବିକାଶ ଭାଗିଦାରୀ
|
ଶ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ
|
ଶ୍ରୀ ଓଲାଫ ସ୍କୋଲଜ୍,
ଚାନ୍ସେଲର
|
ଅନ୍ୟାନ୍ୟ ରାଜିନାମା
|
2.
|
ତୃତୀୟ ବିଶ୍ବ ରାଷ୍ଟ୍ରରେ ତ୍ରିକୋଣୀୟ ବିକାଶ ସହଯୋଗ ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ଜେଡିଆଇ
|
ଡକ୍ଟର. ଏସ. ଜୟଶଙ୍କର, ବୈଦେଶିକ ବ୍ୟାପାର ମନ୍ତ୍ରୀ
|
ସ୍ବେଞ୍ଜା ସ୍କୁଲ୍ଜ୍, ଆର୍ଥିକ ସହଯୋଗ ଓ ବିକାଶ ମନ୍ତ୍ରୀ
|
3.
|
ଗୋପନୀୟ ସୂଚନାର ବିନିମୟ ଓ ଆପୋସ ସୁରକ୍ଷା ଉପରେ ରାଜିନାମା ଏବଂ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଜର୍ମାନ ବିଦେଶ ମନ୍ତ୍ରଣାଳୟ କାର୍ଯ୍ୟାଳୟ ମଧ୍ୟରେ ପ୍ରତ୍ୟକ୍ଷ ଗୋପନୀୟ ଯୋଗାଯୋଗ ପ୍ରତିଷ୍ଠା ପାଇଁ ଏକ ରାଜିନାମା ଉପରେ ଏକ ଜେଡିଆଇ
|
ଡକ୍ଟର. ଏସ. ଜୟଶଙ୍କର, ବୈଦେଶିକ ବ୍ୟାପାର ମନ୍ତ୍ରୀ
|
ଆନ୍ନାଲିନା ବେରବୋକ, ବିଦେଶ ମନ୍ତ୍ରୀ
|
4.
|
Indo-German Development Cooperation
Regarding
Renewable Energy Partnership
|
ଡକ୍ଟର. ଏସ. ଜୟଶଙ୍କର, ବୈଦେଶିକ ବ୍ୟାପାର ମନ୍ତ୍ରୀ
|
ସ୍ବେଞ୍ଜା ସ୍କୁଲ୍ଜ୍, ଆର୍ଥିକ ସହଯୋଗ ଓ ବିକାଶ ମନ୍ତ୍ରୀ
|
5.
|
ବିସ୍ତୃତ ପ୍ରବାସ ଓ ପରିବହନ ସହଭାଗିତା ଉପରେ ରାଜିନାମା ଆରମ୍ଭ କରିବା ଲାଗି ଯୁଗ୍ମ ଘୋଷଣାନାମା
|
ଶ୍ରୀ ବିନୟ କ୍ବାତ୍ରା, ବିଦେଶ ସଚିବ
|
ମାହମଟ ଓଜଦେମିର
ସଂସଦୀୟ ସଚିବ, ଅନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟ
|
6.
|
ଭାରତର କର୍ପୋରେଟ କାର୍ଯ୍ୟନିର୍ବାହୀ ଏବଂ କନିଷ୍ଠ କାର୍ଯ୍ୟନିର୍ବାହୀମାନଙ୍କୁ ଉନ୍ନତ ପ୍ରଶିକ୍ଷଣ କ୍ଷେତ୍ରରେ ସହଯୋଗ ଜାରି ରଖିବା ଉପରେ ଜେଡିଆଇ
|
ଶ୍ରୀ ଅନୁରାଗ ଜୈନ, ସଚିବ, ଉଦ୍ୟୋଗ ପ୍ରୋତ୍ସାହନ ଏବଂ ଅନ୍ତରୀଣ ବାଣିଜ୍ୟ ବିଭାଗ
|
ରାଜ୍ୟ ସଚିବ ଉଡୋ ଫିଲିପ, ଆର୍ଥିକ ବ୍ୟାପାର ଏବଂ ଜଳବାୟୁ କାର୍ଯ୍ୟାନୁଷ୍ଠାନ ମନ୍ତ୍ରଣାଳୟ
|
ଭର୍ଚୁଆଲ ସ୍ବାକ୍ଷର
|
7.
|
ଭାରତ-ଜର୍ମାନ ସବୁଜ ହାଇଡ୍ରୋଜେନ ଟାସ୍କ ଫୋର୍ସ
|
ଶ୍ରୀ ଆର.କେ. ସିଂ, ଶକ୍ତି, ନୂତନ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରୀ
|
ରବର୍ଟ ହାବେକ୍,
ଆର୍ଥିକ ବ୍ୟାପାର ଓ ଜଳବାୟୁ କାର୍ଯ୍ୟାନୁଷ୍ଠାନ ସଂଘୀୟ ମନ୍ତ୍ରୀ
|
8.
|
ଏଗ୍ରୋଇକୋଲୋଜି ଉପରେ ଜେଡିଆଇ
|
ଶ୍ରୀ ନରେନ୍ଦ୍ର ସିଂ ତୋମର, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ
|
ସ୍ବେଞ୍ଜା ସ୍କୁଲ୍ଜ୍, ଆର୍ଥିକ ସହଯୋଗ ଓ ବିକାଶ ମନ୍ତ୍ରୀ
|
9.
|
ବନ୍ୟ ପରିଦୃଶ୍ୟ ପୁନରୁଦ୍ଧାର ଉପରେ ଜେଡିଆଇ
|
ଶ୍ରୀ ଭୂପେନ୍ଦର ଯାଦବ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ
|
ଷ୍ଟେଫି ଲେମକେ, ପରିବେଶ, ପ୍ରକୃତି ସଂରକ୍ଷଣ, ଆଣବିକ ନିରାପତ୍ତା ଏବଂ ଉପଭୋକ୍ତା ସୁରକ୍ଷା ବ୍ୟାପାର ସଂଘୀୟ ମନ୍ତ୍ରୀ
|