ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ତାଙ୍କ ମାତାଙ୍କ ଆଶୀର୍ବାଦ ପାଇଁ ଅନୁପମ ଖେର ଜୀଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 23 APR 2022 11:06PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଅନୁପମ ଖେରଙ୍କ ମାତା ଏବଂ ଦେଶବାସୀଙ୍କୁ ତାଙ୍କର ଆଶୀର୍ବାଦ ପାଇଁ ଧନ୍ୟବାଦ ଦେଇଛନ୍ତି ଶ୍ରୀ ଖେର ପ୍ରଧାନମନ୍ତ୍ରୀଙ୍କୁ ଡାକି ଆଜି ତାଙ୍କ ମା'ଙ୍କ ଠାରୁ ରୁଦ୍ରାକ୍ଷ ମାଳା ଶ୍ରୀ ମୋଦୀଙ୍କୁ ପ୍ରଦାନ କରିଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

ବହୁତ ବହୁତ ଧନ୍ୟବାଦ ଅନୁପମ ଖେର ଜୀ ଏହା ଆଦରଣୀୟ ମାତାଜୀ ଏବଂ ଦେଶବାସୀଙ୍କ ଆଶୀର୍ବାଦ ଅଟେ, ଯାହା ମୋତେ ମା ଭାରତୀଙ୍କ ସେବା କରିବାକୁ ନିରନ୍ତର ପ୍ରେରଣା ଯୋଗାଇଥାଏ

HS


(रिलीज़ आईडी: 1820393) आगंतुक पटल : 184
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam