ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତର ଗ୍ରାମଗୁଡିକରେ ଆମର ଉତ୍ତମ ଶାସନ ପ୍ରୟାସର ମୂଳ ଲକ୍ଷ୍ୟ ହେଉଛି ଲୋକଙ୍କ କଲ୍ୟାଣ ପାଇଁ ପ୍ରଯୁକ୍ତିବିଦ୍ୟାର ଶକ୍ତିକୁ ଉପଯୋଗ କରିବା: ପ୍ରଧାନମନ୍ତ୍ରୀ

प्रविष्टि तिथि: 24 APR 2022 11:03AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତର ଗ୍ରାମଗୁଡିକରେ ଆମର ଉତ୍ତମ ଶାସନ ପ୍ରୟାସର ମୂଳ ଉଦ୍ଦେଶ୍ୟ ହେଉଛି ଲୋକଙ୍କ କଲ୍ୟାଣ ପାଇଁ ପ୍ରଯୁକ୍ତିବିଦ୍ୟାର ଶକ୍ତିକୁ ଉପଯୋଗ କରିବା । ଏଥିପାଇଁ ଶ୍ରୀ ମୋଦୀ SVAMITVA ଯୋଜନାର ଏକ ଉଦାହରଣ ଦେଇଛନ୍ତି ଯାହାକି ବହୁତ ଭଲ ଫଳାଫଳ ଦେଇଛି ।

MyGovIndia ର ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଭାରତର ଗ୍ରାମଗୁଡିକରେ ଆମର ଉତ୍ତମ ଶାସନ ପ୍ରୟାସର ମୂଳ ଅଂଶ ହେଉଛି ଲୋକଙ୍କ କଲ୍ୟାଣ ପାଇଁ ପ୍ରଯୁକ୍ତିବିଦ୍ୟା ଶକ୍ତିର ଉପଯୋଗ କରିବା । ଏହାର ଏକ ଉଦାହରଣ ହେଉଛି SVAMITVA ଯୋଜନା ଯାହା ବହୁତ ଭଲ ଫଳାଫଳ ଦେଇଛି ।”

HS


(रिलीज़ आईडी: 1819516) आगंतुक पटल : 192
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam