ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଡବ୍ଲ୍ୟୁଏଚ୍ଓର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଘେବ୍ରେୟେସୁସଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
19 APR 2022 9:45PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)ର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଘେବ୍ରେୟେସୁସଙ୍କୁ ଆଜି ଜାମନଗର ଠାରେ ସାକ୍ଷାତ କରିଛନ୍ତି । ଏହାପୂର୍ବରୁ ଉଭୟ ପାରମ୍ପାରିକ ଔଷଧ ପାଇଁ ଡବ୍ଲ୍ୟୁଏଚ୍ଓ ଗ୍ଲୋବାଲ୍ ସେଣ୍ଟରର ଉଦଘାଟନୀ ଉତ୍ସବରେ ଭେଟିଥିଲେ ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ଡକ୍ଟର ଟେଡ୍ରୋସଙ୍କୁ ଭେଟିବା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ମଜବୁତ କରିବା ପାଇଁ ମତ ବିନିମୟ କରିବା ସର୍ବଦା ଆନନ୍ଦଦାୟକ ଅଟେ । ସେ ତାଙ୍କ ଜୀବନରେ ଭାରତୀୟ ଶିକ୍ଷକଙ୍କ ପ୍ରଭାବକୁ ସର୍ବଦା ଭଲ ପାଆନ୍ତି । ଏବଂ ଆଜି ମଧ୍ୟ ସେ ତାଙ୍କ ଗୁଜୁରାଟୀ ଦକ୍ଷତା ପାଇଁ ଅନେକ ପ୍ରଶଂସା ପାଇଛନ୍ତି!”
HS
(रिलीज़ आईडी: 1818240)
आगंतुक पटल : 328
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam