ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଇଷ୍ଟର ଅବସରରେ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 17 APR 2022 8:56AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଷ୍ଟର ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଶୁଭ ଇଷ୍ଟର! ଅ ।ମେ ଯୀଶୁ ଖ୍ରୀଷ୍ଟଙ୍କ ଚିନ୍ତାଧାରା ଏବଂ ଆଦର୍ଶକୁ ମନେ ପକାଉଛୁ ଏବଂ ସାମାଜିକ ନ୍ୟାୟ ତଥା ଦୟା ଉପରେ ଗୁରୁତ୍ୱ ଦେଉଛୁ । ଆମ ସମାଜରେ ଆନନ୍ଦ ଏବଂ ଭାଇଚାରାର ମନୋଭାବ ବୃଦ୍ଧି ପାଉ ।”

HS


(रिलीज़ आईडी: 1817499) आगंतुक पटल : 167
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam