ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପରୀକ୍ଷା ଏବଂ ଜୀବନ ସହ ଜଡିତ ଅନେକ ପ୍ରସଙ୍ଗ ପାଇଁ ପରୀକ୍ଷା ପେ ଚର୍ଚ୍ଚା ଏକ ବଳିଷ୍ଠ ଫୋରମ୍: ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
16 APR 2022 6:43PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୂଚନା ଦେଇଛନ୍ତି ଯେ ପରୀକ୍ଷା ପେ ଚର୍ଚ୍ଚା ସଂକ୍ରାନ୍ତରେ ହୋଇଥିବା ଅଭିନବ ଆଲୋଚନା NaMo Appରୁ ମିଳିପାରିବ ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ମୁଁ ଆମର ସକ୍ରିୟ ପରୀକ୍ଷା ଯୋଦ୍ଧାମାନଙ୍କ ସହିତ ଆଲୋଚନାକୁ ଉପଭୋଗ କରେ
ପରୀକ୍ଷା ଏବଂ ଜୀବନ ସହ ଜଡିତ ଅନେକ ପ୍ରସଙ୍ଗ ପାଇଁ ପରୀକ୍ଷା ପେ ଚର୍ଚ୍ଚା ଏକ ବଳିଷ୍ଠ ଫୋରମ୍
NaMo App ଜରିଆରେ ଏହି ଅଭିନବ ଆଲୋଚନାର ସମସ୍ତ ସୂଚନା ମିଳିପାରିବ ।”
HS
(ରିଲିଜ ଆଡି: 1817411)
ପରିଦର୍ଶକ କାଉଣ୍ଟର : 184
ଏହି ରିଲିଜ ପଢନ୍ତୁ :
Kannada
,
Marathi
,
English
,
Urdu
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam