ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗୁଡ୍ ଫ୍ରାଇଡେ ଅବସରରେ ଯୀଶୁ ଖ୍ରୀଷ୍ଟଙ୍କ ସାହସ ଏବଂ ବଳିଦାନକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 15 APR 2022 9:08AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯୀଶୁ ଖ୍ରୀଷ୍ଟଙ୍କ ସେବା ତଥା ଭାଇଚାରା ଆଦର୍ଶ ଅନେକ ଲୋକଙ୍କ ପାଇଁ ମାର୍ଗଦର୍ଶିକା ଅଟେ

ଗୁଡ ଫ୍ରାଇଡେ ଅବସରରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

ଗୁଡ ଫ୍ରାଇଡେ ଦିନ ଯୀଶୁ ଖ୍ରୀଷ୍ଟଙ୍କ ସାହସ ଏବଂ ବଳିଦାନକୁ ଆମେ ମନେ ପକାଉଛୁ ତାଙ୍କର ସେବା ଏବଂ ଭାଇଚାରା ଆଦର୍ଶ ଅନେକ ଲୋକଙ୍କ ପାଇଁ ମାର୍ଗଦର୍ଶିକା ଅଟେ

HS


(रिलीज़ आईडी: 1816999) आगंतुक पटल : 231
इस विज्ञप्ति को इन भाषाओं में पढ़ें: Telugu , English , Urdu , हिन्दी , Marathi , Bengali , Assamese , Manipuri , Punjabi , Gujarati , Tamil , Kannada , Malayalam