ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୧୯୧୯ ମସିହା ଆଜିର ଦିନରେ ଯେଉଁମାନେ ଜାଲିଆନାୱାଲା ବାଗରେ ସହିଦ ହୋଇଥିଲେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 13 APR 2022 10:22AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୯୧୯ ମସିହା ଆଜିର ଦିନରେ ଜାଲିଆନାୱାଲା ବାଗରେ ଯେଉଁମାନେ ସହିଦ ହୋଇଥିଲେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଶ୍ରୀ ମୋଦୀ ମଧ୍ୟ ଜାଲିଆନାୱାଲା ବାଗ ସ୍ମାରକର ନବୀକରଣ ହୋଇଥିବା ସୌଧର ଉଦଘାଟନୀ ଉତ୍ସବରେ ଦେଇଥିବା ତାଙ୍କ ଅଭିଭାଷଣକୁ ସେୟାର କରିଛନ୍ତି

 ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

୧୯୧୯ ମସିହା ଆଜିର ଦିନରେ ଜାଲିଆନାୱାଲା ବାଗରେ ଯେଉଁମାନେ ସହିଦ ହୋଇଥିଲେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ସେମାନଙ୍କର ଅପୂର୍ବ ସାହସ ଏବଂ ବଳିଦାନ ଆଗାମୀ ପିଢିକୁ ପ୍ରେରଣା ଯୋଗାଇବ ଗତ ବର୍ଷ ଜାଲିଆନାୱାଲା ବାଗ ସ୍ମାରକର ନବୀକରଣ ହୋଇଥିବା ସୌଧର ଉଦଘାଟନୀ ଉତ୍ସବରେ ମୋର ଅଭିଭାଷଣକୁ ସେୟାର କରୁଛି

HS


(ରିଲିଜ ଆଡି: 1816347) ପରିଦର୍ଶକ କାଉଣ୍ଟର : 219