ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତୀୟ ସଂଗୀତକାର ରିକି କେଜଙ୍କୁ ଆଲବମ୍ ଡିଭାଇନ୍ ଟାଇଡ୍‍ସ ପାଇଁ ଗ୍ରାମୀ ପୁରସ୍କାର ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 04 APR 2022 6:34PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସଂଗୀତକାର ରିକି କେଜଙ୍କୁ ତାଙ୍କ ଆଲବମ୍ ଡିଭାଇନ୍ ଟାଇଡ୍ ପାଇଁ ଗ୍ରାମୀ ପୁରସ୍କାର ଜିତିବା ଲାଗି ଅଭିନନ୍ଦନ ଜଣାଇଛନ୍ତି

ରିକି କେଜଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଏହି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଅଭିନନ୍ଦନ ଏବଂ ଆପଣଙ୍କ ଭବିଷ୍ୟତ ପ୍ରୟାସ ପାଇଁ ଶୁଭେଚ୍ଛା !”

HS


(ରିଲିଜ ଆଡି: 1813409) ପରିଦର୍ଶକ କାଉଣ୍ଟର : 169