ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏପ୍ରିଲ୍ ୧, ୨୦୨୨ ରେ ‘ପରୀକ୍ଷା ପେ ଚର୍ଚ୍ଚା' ରେ ଛାତ୍ରଛାତ୍ରୀ, ସେମାନଙ୍କ ପିତାମାତା ଏବଂ ଶିକ୍ଷକମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
प्रविष्टि तिथि:
26 MAR 2022 11:56AM by PIB Bhubaneshwar
ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀ, ସେମାନଙ୍କ ପିତାମାତା ଏବଂ ଶିକ୍ଷକମାନଙ୍କ ସହ ଦିଲ୍ଲୀର ତାଲକାଟୋରା ଷ୍ଟାଡିୟମରେ ଏପ୍ରିଲ ୧, ୨୦୨୨ ରେ ଧାର୍ଯ୍ୟ ହୋଇଥିବା ‘ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଆଲୋଚନା କରିବେ । ସେ ଚାପମୁକ୍ତ ପରୀକ୍ଷା ବିଷୟରେ କହିବେ ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଚାଲନ୍ତୁ ପୁଣିଥରେ ଚାପମୁକ୍ତ ପରୀକ୍ଷା ବିଷୟରେ ଆଲୋଚନା କରିବା! ପରୀକ୍ଷା ଯୋଦ୍ଧା, ସେମାନଙ୍କର ପିତାମାତା ଏବଂ ଶିକ୍ଷକମାନଙ୍କୁ ଚଳିତ ବର୍ଷର ‘ପରୀକ୍ଷା ପେ ଚର୍ଚ୍ଚା’ ଏପ୍ରିଲ୍ ୧ ରେ ଯୋଗଦେବାକୁ ଆହ୍ୱାନ କରୁଛି ।”
HS
(रिलीज़ आईडी: 1810036)
आगंतुक पटल : 246
इस विज्ञप्ति को इन भाषाओं में पढ़ें:
Malayalam
,
Tamil
,
Assamese
,
Kannada
,
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Punjabi
,
Gujarati
,
Telugu