ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗତ ମାସର ମନ୍ କି ବାତ୍ କାର୍ଯ୍ୟକ୍ରମର ଆକର୍ଷଣୀୟ ଦିଗଗୁଡିକ ପ୍ରଦର୍ଶନ କରୁଥିବା ଏକ ପୁସ୍ତିକାକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
25 MAR 2022 12:20PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ମାସର ମନ୍ କି ବାତ୍ କାର୍ଯ୍ୟକ୍ରମର ଆକର୍ଷଣୀୟ ଦିଗକୁ ଦର୍ଶାଇ ଏକ ପୁସ୍ତିକା ସେୟାର କରିଛନ୍ତି । ପୁସ୍ତକରେ ସେହିମାନଙ୍କର ସାକ୍ଷାତକାର ରହିଛି ଯେଉଁମାନେ ଗତ ମାସର ମନ୍ କି ବାତ୍ କାର୍ଯ୍ୟକ୍ରମରେ ସ୍ଥାନ ପାଇଥିଲେ । ପ୍ରଧାନମନ୍ତ୍ରୀ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ଏହି ମାସର ମନ୍ କି ବାତ୍ କାର୍ଯ୍ୟକ୍ରମ ୨୭ ମାର୍ଚ୍ଚ ୨୦୨୨ ରେ ପୂର୍ବାହ୍ନ ୧୧ ଟା ସମୟରେ ଧାର୍ଯ୍ୟ କରାଯାଇଛି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଏଠାରେ ଏକ ସଂକ୍ଷିପ୍ତ ପୁସ୍ତିକା ରହିଛି ଯାହା ଗତ ମାସର ମନ୍ କି ବାତ୍ କାର୍ଯ୍ୟକ୍ରମର ଆକର୍ଷଣୀୟ ଦିଗଗୁଡିକ ପ୍ରଦର୍ଶନ କରିଥାଏ ଏବଂ ଯେଉଁଥିରେ କେତେକଙ୍କ ସହ ସାକ୍ଷାତକାର ମଧ୍ୟ ଅନ୍ତର୍ଭୁକ୍ତ ।
ମାର୍ଚ୍ଚ ୨୭ ତାରିଖ ଦିନ ୧୧ ଟା ରେ ଏହି ମାସର କାର୍ଯ୍ୟକ୍ରମରେ ଯୋଗଦେବାକୁ ଆପଣଙ୍କ ଅପେକ୍ଷାରେ ଅଛି ।“ http://davp.nic.in/ebook/mib/mannkibaat/index.html
HS
(रिलीज़ आईडी: 1809628)
आगंतुक पटल : 191
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam