ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଅଧିକ ପୁଞ୍ଜି ନିବେଶକୁ ନିମନ୍ତ୍ରଣ ପାଇଁ ଜାମ୍ମୁ କାଶ୍ମୀରର ଉଦ୍ୟମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 22 MAR 2022 8:46PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ କାଶ୍ମୀରରେ ଅଧିକ ପୁଞ୍ଜି ବିନିଯୋଗ କରିବାର ଉଦ୍ୟମକୁ ପ୍ରଶଂସା କରିଛନ୍ତି

ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟଣ୍ଟଗଭର୍ଣ୍ଣର ଶ୍ରୀ ମନୋଜ ସିହ୍ନାଙ୍କ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି

ଜାମ୍ମୁ କାଶ୍ମୀରରେ ଅଧିକ ପୁଞ୍ଜି ବିନିଯୋଗ କରିବା ଏବଂ ଲୋକଙ୍କ ପାଇଁ ଅଧିକ ସୁଯୋଗ ସୁନିଶ୍ଚିତ କରିବା ପାଇଁ ଆଦର୍ଶ ପ୍ରୟାସ ବୋଲି ସେ କହିଛନ୍ତି

HS


(ରିଲିଜ ଆଡି: 1808941) ପରିଦର୍ଶକ କାଉଣ୍ଟର : 173