ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତୀୟ ବ୍ୟାଡମିଣ୍ଟନ ଖେଳାଳୀ ତଥା ଅଲ ଇଂଲଣ୍ଡ ଓପନ ବ୍ୟାଡମିଣ୍ଟନ ଚମ୍ପିଅନସିପର ଫାଇନାଲିଷ୍ଟ ଲକ୍ଷ୍ୟ ସେନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି

Posted On: 20 MAR 2022 11:55PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ତଥା ଅଲ ଇଂଲଣ୍ଡ ଓପନ୍ ବ୍ୟାଡମିଣ୍ଟନ୍ ଚମ୍ପିଅନସିପ୍‌ର ଫାଇନାଲିଷ୍ଟ ଲକ୍ଷ୍ୟ ସେନ୍‌ଙ୍କୁ ପ୍ରଶଂସା କରିଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଲକ୍ଷ୍ୟ ସେନ୍‍, ତୁମ ପାଇଁ ଆମେ ଗର୍ବିତ । ଆପଣ ଉଲ୍ଲେଖନୀୟ ଧୈର୍ଯ୍ୟ ଓ ଟାଣପଣ ଦେଖାଇଛନ୍ତି । ଆପଣ ଏକ ଉତ୍ସାହଜନକ ଲଢେଇ ଲଢିଛନ୍ତି । ଭବିଷ୍ୟତର ଉଦ୍ୟମ ପାଇଁ ଆପଣଙ୍କୁ ଶୁଭକାମନା । ଆପଣ ସଫଳତାର ଶିଖରକୁ ଛୁଇଁବେ ବୋଲି ମୋର ଦୃଢ ବିଶ୍ୱାସ ରହିଛି ।”

HS



(Release ID: 1807781) Visitor Counter : 144