ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପୂର୍ବତନ ଭାରତୀୟ ସେନା ମୁଖ୍ୟ ଜେନେରାଲ୍ ଏସ୍ ଏଫ୍ ରୋଡ୍ରିଗୁଏସଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି
प्रविष्टि तिथि:
04 MAR 2022 7:54PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ଭାରତୀୟ ସେନା ମୁଖ୍ୟ ଜେନେରାଲ୍ ଏସ୍ ଏଫ୍ ରୋଡ୍ରିଗୁଏସଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଜେନେରାଲ୍ ଏସ୍ ଏଫ୍ ରୋଡ୍ରିଗୁଏସଙ୍କ ଦେହାନ୍ତରେ ଅତ୍ୟନ୍ତ ଦୁଃଖିତ । ଭାରତକୁ ଶକ୍ତିଶାଳୀ କରିବାରେ ତାଙ୍କର ଅତୁଳନୀୟ ସେବା ତଥା ଅବଦାନ ପାଇଁ ଦେଶ ତାଙ୍କ ନିକଟରେ ଋଣୀ ହୋଇ ରହିବ । ତାଙ୍କର ଗଭୀର ରଣନୀତିକ ଜ୍ଞାନ ପାଇଁ ତାଙ୍କୁ ସମ୍ମାନିତ କରାଯାଇଥିଲା । ମୋର ସମବେଦନା ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ସହ ଅଛି । ଆରଆଇପି ।”
HS
(रिलीज़ आईडी: 1803084)
आगंतुक पटल : 233
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam