ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ମାଳଦ୍ୱୀପର ରାଷ୍ଟ୍ରପତି ମହାମହିମ ଇବ୍ରାହିମ ମହମ୍ମଦ ସୋଲିହଙ୍କୁ ସଫଳ ଅସ୍ତ୍ରୋପଚାର ପାଇଁ ଶୁଭେଚ୍ଛା ଜଣାଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 25 FEB 2022 12:09PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାଳଦ୍ୱୀପର ରାଷ୍ଟ୍ରପତି ମହାମହିମ ଇବ୍ରାହିମ ମହମ୍ମଦ ସୋଲିହଙ୍କୁ ସଫଳ ଅସ୍ତ୍ରୋପଚାର ଏବଂ ଶୀଘ୍ର ଆରୋଗ୍ୟ ଲାଭ କରିଥିବାରୁ  ଶୁଭେଚ୍ଛା ଜଣାଇଛନ୍ତି

ମାଳଦ୍ୱୀପର ରାଷ୍ଟ୍ରପତିଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ସଫଳ ଅସ୍ତ୍ରୋପଚାର ଏବଂ ଶୀଘ୍ର ଆରୋଗ୍ୟ ଲାଭ କରିଥିବାରୁ ମୁଁ ରାଷ୍ଟ୍ରପତି ସୋଲିହଙ୍କୁ ମୋର ଶୁଭେଚ୍ଛା ଜଣାଉଛି

ମାଳଦ୍ୱୀପର ରାଷ୍ଟ୍ରପତି ମହାମହିମ ଇବ୍ରାହିମ ମହମ୍ମଦ ସୋଲିହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କର ଶୁଭେଚ୍ଛା ବାର୍ତ୍ତା ପାଇଁ ଧନ୍ୟବାଦ ଜଣାଇଛନ୍ତି

ମାଳଦ୍ୱୀପର ରାଷ୍ଟ୍ରପତି ଟୁଇଟ୍କରିଛନ୍ତି;

ସଦୟ ବକ୍ତବ୍ୟ ପାଇଁ ପ୍ରଧାନମନ୍ତ୍ରୀ ଆପଣଙ୍କୁ ଧନ୍ୟବାଦ

HS

I convey my best wishes to President @ibusolih for a successful surgery and a quick recovery. https://t.co/5bp6LOERra

— Narendra Modi (@narendramodi) February 25, 2022

 


(ରିଲିଜ ଆଡି: 1801161) ପରିଦର୍ଶକ କାଉଣ୍ଟର : 202