ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଚେସରେ ଜଣାଶୁଣା ଚାମ୍ପିଅନ୍ ମାଗନସ କାର୍ଲସେନଙ୍କ ବିପକ୍ଷରେ ଆର ପ୍ରାଗ୍ନାନନ୍ଧାଙ୍କ ବିଜୟରେ ଖୁସି ବ୍ୟକ୍ତ କରିଛନ୍ତି

प्रविष्टि तिथि: 23 FEB 2022 3:18PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନଲାଇନ୍ ଚେସ୍ ଟୁର୍ନାମେଣ୍ଟରେ ଜଣାଶୁଣା ଚାମ୍ପିଅନ୍ ମାଗନସ କାର୍ଲସେନ୍ଙ୍କ ବିପକ୍ଷରେ ଆର ପ୍ରାଗ୍ନାନନ୍ଧାଙ୍କ ବିଜୟ ପାଇଁ ଖୁସି ପ୍ରକାଶ କରିଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଯୁବ ପ୍ରତିଭା ଆର.ପ୍ରଗ୍ନାନନ୍ଧାଙ୍କ ସଫଳତା ପାଇଁ ଆମେ ସମସ୍ତେ ଆନନ୍ଦିତ ଜଣାଶୁଣା ଚାମ୍ପିୟନ ମାଗନସ କାର୍ଲସେନ୍ଙ୍କ ବିପକ୍ଷରେ ବିଜୟ ପାଇଁ ଗର୍ବିତ ମୁଁ ପ୍ରତିଭାବାନ ପ୍ରଗ୍ନାନନ୍ଧାଙ୍କୁ ତାଙ୍କର ଭବିଷ୍ୟତର ପ୍ରୟାସ ପାଇଁ ଶୁଭେଚ୍ଛା ଜଣାଉଛି

HS


(रिलीज़ आईडी: 1800557) आगंतुक पटल : 189
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam