ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶିଷ୍ଟ ଗାନ୍ଧୀବାଦୀ ଶକୁନ୍ତଳା ଚୌଧୁରୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି


ପୋଷ୍ଟ କରାଯିବା ଦିନାଙ୍କ: 21 FEB 2022 9:23AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ଗାନ୍ଧୀବାଦୀ ଶକୁନ୍ତଳା ଚୌଧୁରୀ ଜୀଙ୍କର ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଶକୁନ୍ତଳା ଚୌଧୁରୀ ଜୀ ତାଙ୍କର ଜୀବନବ୍ୟାପି ଗାନ୍ଧୀବାଦୀ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ପାଇଁ ସ୍ମରଣୀୟ ହୋଇ ରହିବେ । ସାରନିଆ ଆଶ୍ରମରେ ତାଙ୍କର ମହାନ କାର୍ଯ୍ୟ ଅନେକ ଜୀବନକୁ ସକରାତ୍ମକ ଭାବରେ ପ୍ରଭାବିତ କରିଥିଲା । ତାଙ୍କର ଦେହାନ୍ତରେ ଅତ୍ୟନ୍ତ ଦୁଃଖିତ । ମୋର ସମବେଦନା ତାଙ୍କ ପରିବାର ଏବଂ ଅସଂଖ୍ୟ ପ୍ରଶଂସକଙ୍କ ସହ ଅଛି । ଓମ୍ ଶାନ୍ତି ।”

HS


(ରିଲିଜ ଆଡି: 1799955) ପରିଦର୍ଶକ କାଉଣ୍ଟର : 231