ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶିଷ୍ଟ ଗାନ୍ଧୀବାଦୀ ଶକୁନ୍ତଳା ଚୌଧୁରୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି


प्रविष्टि तिथि: 21 FEB 2022 9:23AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ଗାନ୍ଧୀବାଦୀ ଶକୁନ୍ତଳା ଚୌଧୁରୀ ଜୀଙ୍କର ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଶକୁନ୍ତଳା ଚୌଧୁରୀ ଜୀ ତାଙ୍କର ଜୀବନବ୍ୟାପି ଗାନ୍ଧୀବାଦୀ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ପାଇଁ ସ୍ମରଣୀୟ ହୋଇ ରହିବେ ସାରନିଆ ଆଶ୍ରମରେ ତାଙ୍କର ମହାନ କାର୍ଯ୍ୟ ଅନେକ ଜୀବନକୁ ସକରାତ୍ମକ ଭାବରେ ପ୍ରଭାବିତ କରିଥିଲା ତାଙ୍କର ଦେହାନ୍ତରେ ଅତ୍ୟନ୍ତ ଦୁଃଖିତ ମୋର ସମବେଦନା ତାଙ୍କ ପରିବାର ଏବଂ ଅସଂଖ୍ୟ ପ୍ରଶଂସକଙ୍କ ସହ ଅଛି ଓମ୍ ଶାନ୍ତି

HS


(रिलीज़ आईडी: 1799955) आगंतुक पटल : 220
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam