ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ PSLV C52 ମିଶନର ସଫଳ ଉତ୍‍କ୍ଷେପଣ ପାଇଁ ଭାରତୀୟ ମହାକାଶ ବିଜ୍ଞାନୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

प्रविष्टि तिथि: 14 FEB 2022 10:39AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ PSLV C52 ମିଶନର ସଫଳ ଉତ୍କ୍ଷେପଣ ପାଇଁ ଭାରତୀୟ ମହାକାଶ ବିଜ୍ଞାନୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

PSLV C52  ମିଶନର ସଫଳ ଉତକ୍ଷେପଣ ପାଇଁ ଆମର ମହାକାଶ ବିଜ୍ଞାନୀମାନଙ୍କୁ ଅଭିନନ୍ଦନ EOS-04 ଉପଗ୍ରହ ସମସ୍ତ ପ୍ରକାର ପାଣିପାଗ ପରିସ୍ଥିତିରେ କୃଷି, ଜଙ୍ଗଲ ଏବଂ ବୃକ୍ଷରୋପଣ, ମୃତ୍ତିକାର ଆର୍ଦ୍ରତା ଏବଂ ଜଳର ବୈଜ୍ଞାନିକ ବିଶ୍ଳେଷଣ ତଥା ବନ୍ୟା ଆକଳନ ପାଇଁ ଉଚ୍ଚ ମାନର ଚିତ୍ର ପ୍ରଦାନ କରିବ

HS


(रिलीज़ आईडी: 1798249) आगंतुक पटल : 217
इस विज्ञप्ति को इन भाषाओं में पढ़ें: English , Kannada , Malayalam , Urdu , हिन्दी , Marathi , Manipuri , Assamese , Bengali , Punjabi , Gujarati , Tamil , Telugu