ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଅରୁଣାଚଳ ପ୍ରଦେଶରେ ବରଫ ଅତଡା ଖସିବା ଯୋଗୁଁ ଭାରତୀୟ ସେନା କର୍ମଚାରୀଙ୍କ ଜୀବନ ହାନି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 08 FEB 2022 8:55PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ ପ୍ରଦେଶରେ ବରଫ ଅତଡା ଖସିବା ଯୋଗୁଁ ଭାରତୀୟ ସେନାର ଜବାନଙ୍କ ଜୀବନ ହାନି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି

ପ୍ରଧାନମନ୍ତ୍ରୀ ଏକ ଟୁଇଟରେ କହିଛନ୍ତିଅରୁଣାଚଳ ପ୍ରଦେଶରେ ବରଫ ଅତଡା ଖସିବା ଯୋଗୁ ଭାରତୀୟ ସେନା କର୍ମଚାରୀଙ୍କ ଜୀବନ ହାନି ଘଟଣାରେ ଅତ୍ୟନ୍ତ ଦୁଃଖିତ ଆମ ଦେଶ ପାଇଁ ସେମାନଙ୍କର ଉତ୍ସର୍ଗୀକୃତ ସେବାକୁ ଆମେ କେବେ ବି ଭୁଲି ପାରିବୁ ନାହିଁ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା

HS


(ରିଲିଜ ଆଡି: 1796691) ପରିଦର୍ଶକ କାଉଣ୍ଟର : 162