ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଚୌରି ଚୌରା ଘଟଣାର ଶହେ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମର ନାୟକମାନଙ୍କୁ ମନେ ପକାଇଛନ୍ତି
प्रविष्टि तिथि:
04 FEB 2022 7:28PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚୌରି ଚୌରା ଘଟଣାର ଶହେ ବର୍ଷ ପୂରଣ ଅବସରରେ ଆମର ସ୍ୱାଧୀନତା ସଂଗ୍ରାମର ନାୟକମାନଙ୍କୁ ମନେ ପକାଇଛନ୍ତି । ଏହି ଘଟଣାର ଶତବାର୍ଷିକୀ ଉତ୍ସବ ଆରମ୍ଭ ହେବା ସମୟରେ ସେ ଗତ ବର୍ଷ ପ୍ରଦାନ କରିଥିବା ଭାଷଣ ମଧ୍ୟ ସେୟାର କରିଥିଲେ ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆଜି ଆମେ ଚୌରି ଚୌରା ଘଟଣାର ଶହେ ବର୍ଷ ପାଳନ କରୁଛୁ । ଗତ ବର୍ଷ ଠାରୁ ଯେତେବେଳେ ଏହି ଘଟଣାର ଶତବାର୍ଷିକୀ ଉତ୍ସବ ଆରମ୍ଭ ହୋଇଥିଲା ସେତେବେଳେ ମୁଁ ମୋର ଅଭିଭାଷଣ ପ୍ରଦାନ କରିଥିଲି । ମୁଁ ଆମର ସ୍ୱାଧୀନତା ସଂଗ୍ରାମର ନାୟକମାନଙ୍କୁ ସ୍ମରଣ କରିବା ସହିତ ବିଭିନ୍ନ ବିଷୟ ଉପରେ କହିଥିଲି ।”
HS
(रिलीज़ आईडी: 1795656)
आगंतुक पटल : 244
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam