ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମନ କି ବାତ୍ ୩୦ ଜାନୁୟାରୀ ୨୦୨୨ ପୂର୍ବାହ୍ନ ୧୧.୩୦ ରେ ପ୍ରସାରିତ ହେବ
प्रविष्टि तिथि:
23 JAN 2022 9:40AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ୨୦୨୨ ମସିହା ଜାନୁୟାରୀ ୩୦ ତାରିଖ ଦିନ ହେବାକୁ ଥିବା ‘ମନ୍ କି ବାତ୍' ଗାନ୍ଧୀଜୀଙ୍କୁ ତାଙ୍କ ପୁଣ୍ୟ ତିଥିରେ ସ୍ମରଣ କରିବା ପରେ ସକାଳ ୧୧:୩୦ ରେ ଆରମ୍ଭ ହେବ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍ କରିଛି;
“ଚଳିତ ମାସର ମନ କି ବାତ୍, ଯାହା ୩୦ ତାରିଖ ଦିନ ପ୍ରସାରିତ ହେବ, ଗାନ୍ଧୀଜୀଙ୍କୁ ତାଙ୍କ ପୂଣ୍ୟ ତିଥିରେ ସ୍ମରଣ କରିବା ପରେ ସକାଳ ୧୧:୩୦ ରେ ଆରମ୍ଭ ହେବ ।”
This month’s #MannKiBaat, which will take place on the 30th, will begin at 11:30 AM after observing the remembrances to Gandhi Ji on his Punya Tithi.
— PMO India (@PMOIndia) January 23, 2022
HS
(रिलीज़ आईडी: 1791932)
आगंतुक पटल : 137
इस विज्ञप्ति को इन भाषाओं में पढ़ें:
हिन्दी
,
Marathi
,
Manipuri
,
Assamese
,
Punjabi
,
Gujarati
,
Bengali
,
English
,
Urdu
,
Tamil
,
Telugu
,
Kannada
,
Malayalam