ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଏମ୍‍ଜିଆରଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି


ପୋଷ୍ଟ କରାଯିବା ଦିନାଙ୍କ: 17 JAN 2022 9:46AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତ ରତ୍ନ ଏମ୍ଜିଆରଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଭାରତ ରତ୍ନ ଏମ୍ଜିଆରଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ସେ ଜଣେ ପ୍ରତିଭାବାନ ପ୍ରଶାସକ ଭାବେ ବେଶ୍ପରିଚିତ ଥିଲେ ଯିଏ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣକୁ ସର୍ବାଧିକ ଗୁରୁତ୍ୱ ଦେଉଥିଲେ ତାଙ୍କର ଯୋଜନାଗୁଡିକ ଗରିବମାନଙ୍କ ଜୀବନଧାରାକୁ ବଦଳାଇ ଦେଇଥିଲା ଚଳଚିତ୍ର କ୍ଷେତ୍ରରେ ତାଙ୍କର ପ୍ରତିଭା ମଧ୍ୟ ବେଶ୍ପ୍ରଶଂସନୀୟ

HS


(ରିଲିଜ ଆଡି: 1790474) ପରିଦର୍ଶକ କାଉଣ୍ଟର : 197