ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କୁ ତାଙ୍କ ବଳିଦାନ ଦିବସରେ ପ୍ରଣାମ ଜଣାଇଛନ୍ତି

प्रविष्टि तिथि: 08 DEC 2021 1:47PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କୁ ତାଙ୍କ ବଳିଦାନ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କର ବଳିଦାନ ଆମ ଇତିହାସରେ ଏକ ଅବିସ୍ମରଣୀୟ ମୁହୂର୍ତ୍ତ ସେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଅନ୍ୟାୟ ବିରୁଦ୍ଧରେ ଲଢିଥିଲେ ଏହି ବଳିଦାନ ଦିବସ ଅବସରରେ ମୁଁ ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କୁ ପ୍ରଣାମ କରୁଛି

ନିକଟରେ ମୋର ଦିଲ୍ଲୀର ସିସ୍ ଗଞ୍ଜ ସାହେବ ଗୁରୁଦ୍ୱାର ଗସ୍ତ ସମୟରେ କିଛି ସ୍ମୃତି ଦୃଶ୍ୟମାନ ହୋଇଥିଲା

HS


(रिलीज़ आईडी: 1779539) आगंतुक पटल : 266
इस विज्ञप्ति को इन भाषाओं में पढ़ें: Assamese , English , Urdu , Marathi , हिन्दी , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam