ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆମେ ମିଳିତ ଭାବରେ ଆମର ୫୦ ବର୍ଷର ଭାରତ-ବାଂଲାଦେଶ ବନ୍ଧୁତ୍ୱର ପ୍ରତିଷ୍ଠାକୁ ସ୍ମରଣ ଏବଂ ପାଳନ କରୁଛୁ: ପ୍ରଧାନମନ୍ତ୍ରୀ

Posted On: 06 DEC 2021 11:19AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆମେ ମିଳିତ ଭାବେ ଆମର ୫୦ ବର୍ଷର ଭାରତ-ବାଂଲାଦେଶ ବନ୍ଧୁତ୍ୱର ପ୍ରତିଷ୍ଠାକୁ ସ୍ମରଣ ଏବଂ ପାଳନ କରୁଛୁ

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଆଜି ଭାରତ ଏବଂ ବାଂଲାଦେଶ ମୈତ୍ରୀ ଦିବସ ପାଳନ କରୁଛନ୍ତି ଆମେ ମିଳିତ ଭାବରେ ଆମର ୫୦ ବର୍ଷର ବନ୍ଧୁତ୍ୱର ପ୍ରତିଷ୍ଠାକୁ ସ୍ମରଣ ଏବଂ ପାଳନ କରୁଛୁ ମୁଁ ଏହି ସମ୍ପର୍କକୁ ଆହୁରି ଆଗକୁ ନେବା ଏବଂ ସୁଦୃଢ କରିବାପାଇଁ ମହାମହିମ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହିତ କାର୍ଯ୍ୟ ଜାରି ରଖିବି

HS


(Release ID: 1778616) Visitor Counter : 197