ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ନାଗାଲାଣ୍ଡର ପ୍ରତିଷ୍ଠା ଦିବସରେ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 01 DEC 2021 10:12AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାଗାଲାଣ୍ଡର ପ୍ରତିଷ୍ଠା ଦିବସରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ନାଗାଲାଣ୍ଡର ପ୍ରତିଷ୍ଠା ଦିବସର ସ୍ୱତନ୍ତ୍ର ଅବସରରେ ରାଜ୍ୟର ଲୋକମାନଙ୍କୁ ଶୁଭେଚ୍ଛା । ନାଗା ସଂସ୍କୃତି ହେଉଛି ବୀରତ୍ୱ ଏବଂ ମାନବିକ ମୂଲ୍ୟବୋଧର ଉଦାହରଣ । ନାଗାଲାଣ୍ଡର ଲୋକମାନେ ଭାରତର ବିକାଶରେ ସମୃଦ୍ଧ ଅବଦାନ ରଖିଛନ୍ତି । ଆଗାମୀ ବର୍ଷରେ ନାଗାଲାଣ୍ଡର ଅଗ୍ରଗତି ପାଇଁ ମୁଁ ପ୍ରାର୍ଥନା କରୁଛି ।”

HS


(ରିଲିଜ ଆଡି: 1776964) ପରିଦର୍ଶକ କାଉଣ୍ଟର : 270