ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ହନୁକ୍କା ଉପଲକ୍ଷେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ମହାମହିମ ନଫତାଲି ବେନେଟ୍ଟ ଓ ଇସ୍ରାଏଲ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 28 NOV 2021 10:43PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହନୁକ୍କା ଉପଲକ୍ଷେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ମହାମହିମ ନଫତାଲି ବେନେଟ୍ଟ, ଇସ୍ରାଏଲର ଜନସାଧାରଣ ଏବଂ ସମଗ୍ର ବିଶ୍ୱରେ ଥିବା ଇହୁଦୀ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଏକ ଟ୍ବିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଆଠ ଦିନର ଆଲୋକର ପର୍ବ ପାଳନ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନଫତାଲି ବେନେଟ୍ଟ ଆପଣଙ୍କୁ, ଇସ୍ରାଏଲର ବନ୍ଧୁତ୍ୱପୂର୍ଣ୍ଣ ଜନସାଧାରଣ, ଏବଂ ସାରା ବିଶ୍ୱରେ ଥିବା ଇହୁଦୀ ଲୋକମାନଙ୍କୁ ହନୁକ୍କା ସମିୟାଃ (ହନୁକ୍କାର ଶୁଭେଚ୍ଛା)”।

 

******

P.S

 



(Release ID: 1775997) Visitor Counter : 118