ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
                
                
                
                
                
                    
                    
                        ଜନ୍ମଦିନ ଅବସରରେ ଲୋକସଭା ବାଚସ୍ପତି ଶ୍ରୀ ଓମ ବିର୍ଲାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ଜ୍ଞାପନ 
                    
                    
                        
                    
                
                
                    Posted On:
                23 NOV 2021 3:43PM by PIB Bhubaneshwar
                
                
                
                
                
                
                ଜନ୍ମଦିନ ଅବସରରେ ଲୋକସଭା ବାଚସ୍ପତି ଶ୍ରୀ ଓମ ବିର୍ଲା ଜୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । 
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;
“ଲୋକସଭା ବାଚସ୍ପତି ଶ୍ରୀ ଓମ ବିର୍ଲା ଜୀଙ୍କୁ ଜନ୍ମଦିନ ଶୁଭେଚ୍ଛା । ସଂସଦୀୟ ପ୍ରକ୍ରିୟା ସମ୍ପର୍କରେ ତାଙ୍କର ଅଗାଧ ପାଣ୍ଡିତ୍ୟ ତଥା ପରିଚାଳନା ଶୈଳୀ ପାଇଁ ସେ ବେଶ ସମ୍ମାନିତ । ସଂସଦୀୟ ଆଲୋଚନାକୁ ସମୃଦ୍ଧ କରିବାରେ ସେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରୁଛନ୍ତି । ତାଙ୍କ ଦୀର୍ଘ ଜୀବନ କାମନା କରୁଛି ।” 
SR
                
                
                
                
                
                (Release ID: 1774428)
                Visitor Counter : 185
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam