ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜନ୍ମଦିନ ଅବସରରେ ଲୋକସଭା ବାଚସ୍ପତି ଶ୍ରୀ ଓମ ବିର୍ଲାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ଜ୍ଞାପନ

Posted On: 23 NOV 2021 3:43PM by PIB Bhubaneshwar

ଜନ୍ମଦିନ ଅବସରରେ ଲୋକସଭା ବାଚସ୍ପତି ଶ୍ରୀ ଓମ ବିର୍ଲା ଜୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

“ଲୋକସଭା ବାଚସ୍ପତି ଶ୍ରୀ ଓମ ବିର୍ଲା ଜୀଙ୍କୁ ଜନ୍ମଦିନ ଶୁଭେଚ୍ଛା । ସଂସଦୀୟ ପ୍ରକ୍ରିୟା ସମ୍ପର୍କରେ ତାଙ୍କର ଅଗାଧ ପାଣ୍ଡିତ୍ୟ ତଥା ପରିଚାଳନା ଶୈଳୀ ପାଇଁ ସେ ବେଶ ସମ୍ମାନିତ । ସଂସଦୀୟ ଆଲୋଚନାକୁ ସମୃଦ୍ଧ କରିବାରେ ସେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରୁଛନ୍ତି । ତାଙ୍କ ଦୀର୍ଘ ଜୀବନ କାମନା କରୁଛି ।”

SR



(Release ID: 1774428) Visitor Counter : 13