ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଉପହାର ପାଇଁ ଲୋକଙ୍କ ପଦ୍ମ ପୁରସ୍କାର ବିଜେତା ଦୁଲାରୀ ଦେବୀ ଜୀଙ୍କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 11 NOV 2021 9:49PM by PIB Bhubaneshwar

ଲୋକଙ୍କ ପଦ୍ମ ପୁରସ୍କାର ବିଜେତା ଦୁଲାରୀ ଦେବୀ ଜୀଙ୍କୁ ତାଙ୍କ ଉପହାର ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୃତଜ୍ଞତା ଜଣାଇଛନ୍ତି ।

ଏକ ଟ୍ୱିଟରେ ଶ୍ରୀ ମୋଦୀ କହିଛନ୍ତି;

#PeoplesPadma (#ପିପୁଲ୍ସ ପଦ୍ମ)ରେ ସମ୍ମାନିତ ବ୍ୟକ୍ତିମାନଙ୍କ ମଧ୍ୟରେ ଦୁଲାରୀ ଦେବୀ ଜୀ ରହିଛନ୍ତି । ମଧୁବନୀ, ବିହାରର ସେ ଜଣେ ପ୍ରତିଭାବାନ କଳାକାର ।

ପୁରସ୍କାର ସମାରୋହ ପରେ ଅନୌପଚାରିକ ଆଲୋଚନା ବେଳେ ସେ ମୋତେ ତାଙ୍କ କଳାକୃତି ଉପହାର ଦେଇଥିଲେ । ଧନ୍ୟବାଦର ସହ ଉପହାର ଗ୍ରହଣ କଲି ।” 

SR



(Release ID: 1771165) Visitor Counter : 147