ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବେଲଗ୍ରେଡରେ ଆୟୋଜିତ କୁସ୍ତି ଚାମ୍ପିଅନସିପରେ ପଦକ ଜିତିଥିବା ଶିବାନୀ, ଅଞ୍ଜୁ, ଦିବ୍ୟା, ରାଧିକା ଓ ନିଶାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
प्रविष्टि तिथि:
10 NOV 2021 2:40PM by PIB Bhubaneswar
ବେଲଗ୍ରେଡରେ ଆୟୋଜିତ କୁସ୍ତି ଚାମ୍ପିଅନସିପରେ ପଦକ ଜିତିଥିବା ଶିବାନୀ, ଅଞ୍ଜୁ, ଦିବ୍ୟା, ରାଧିକା ଓ ନିଶାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ବେଲଗ୍ରେଡରେ ଆୟୋଜିତ କୁସ୍ତି ଚାମ୍ପିଅନସିପରେ ପଦକ ଜିତିଥିବାରୁ ଶିବାନୀ, ଅଞ୍ଜୁ, ଦିବ୍ୟା, ରାଧିକା ଓ ନିଶାଙ୍କୁ ଅଭିନନ୍ଦନ । ସେମାନଙ୍କ ପ୍ରଦର୍ଶନ ସ୍ୱତନ୍ତ୍ର ଥିଲା ଓ ଭାରତରେ କୁସ୍ତିକୁ ଆହୁରି ଲୋକପ୍ରିୟ କରିବାରେ ସାହାଯ୍ୟ କରିବ ।”
SR
(रिलीज़ आईडी: 1770631)
आगंतुक पटल : 145
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam