ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ୟୁନେସ୍କୋ କ୍ରିଏଟିଭ ସିଟିଜ ନେଟଓ୍ୱର୍କ (ୟୁସିସିଏନ)ରେ ଶ୍ରୀନଗର ସାମିଲ ହୋଇଥିବାରୁ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

Posted On: 08 NOV 2021 10:23PM by PIB Bhubaneshwar

ଶିଳ୍ପ ଓ ଲୋକକଳାର ସ୍ୱତନ୍ତ୍ର ଉଲ୍ଲେଖ ସହ ଶ୍ରୀନଗରକୁ ୟୁନେସ୍କୋ କ୍ରିଏଟିଭ ସିଟିଜ ନେଟଓ୍ୱର୍କରେ ସାମିଲ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ନିଜ ଶିଳ୍ପ ଓ ଲୋକକଳାର ସ୍ୱତନ୍ତ୍ର ଉଲ୍ଲେଖ ସହ ସୌନ୍ଦର୍ଯ୍ୟରେ ଭରା ଶ୍ରୀନଗର @UNESCO କ୍ରିଏଟିଭ ସିଟିଜ ନେଟଓ୍ୱର୍କରେ (UCCN)ରେ ସାମିଲ ହୋଇଥିବାରୁ ଅତ୍ୟନ୍ତ ଆନନ୍ଦିତ । ଶ୍ରୀନଗରର ପ୍ରାଣବନ୍ତ ସାଂସ୍କୃତିକ ଭାବନାକୁ ଉପଯୁକ୍ତ ପରିଚିତି ମିଳିଛି । ଜମ୍ମୁ ଓ କଶ୍ମୀରବାସୀଙ୍କୁ ଶୁଭେଚ୍ଛା ।

    

 

SR



(Release ID: 1770284) Visitor Counter : 109