ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତର କୋଭାକ୍ସିନକୁ ଅଷ୍ଟ୍ରେଲିଆର ସ୍ୱୀକୃତି ପାଇଁ ମହାମହୀମ ସ୍କଟ ମୋରିସନଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 01 NOV 2021 8:56PM by PIB Bhubaneshwar

 ଭାରତର କୋଭାକ୍ସିନକୁ ଅଷ୍ଟ୍ରେଲିଆର ସ୍ୱୀକୃତି ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ମହାମହୀମ ସ୍କଟ ମୋରିସନଙ୍କୁ ଧନ୍ୟବାଦ ଜଣାଇଛନ୍ତି

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ଭାରତର କୋଭାକ୍ସିନକୁ ଅଷ୍ଟ୍ରେଲିଆର ସ୍ୱୀକୃତି ନିମନ୍ତେ ମୁଁ ମୋର ପ୍ରିୟ ବନ୍ଧୁ ସ୍କଟ ମୋରିସନଙ୍କୁ ଧନ୍ୟବାଦ ଜଣାଉଛି ଭାରତ ଅଷ୍ଟ୍ରେଲିଆ ମଧ୍ୟରେ କୋଭିଡ ପରବର୍ତ୍ତୀ ସହଯୋଗିତା କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ’’

 

SR


(रिलीज़ आईडी: 1768790) आगंतुक पटल : 214
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam