ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କର୍ଣ୍ଣାଟକ ରାଜ୍ୟୋତ୍ସବ ଅବସରରେ କର୍ଣ୍ଣାଟକବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 01 NOV 2021 9:32AM by PIB Bhubaneswar

: କର୍ଣ୍ଣାଟକ ରାଜ୍ୟୋତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘କର୍ଣ୍ଣାଟକ ରାଜ୍ୟୋତ୍ସବର ଶୁଭ ଅବସରରେ ଅଭିନନ୍ଦନ କର୍ଣ୍ଣାଟକ ଲୋକଙ୍କର ଅଭିନବ ଉତ୍ସାହ ଯୋଗୁ ରାଜ୍ୟ ଏକ ସ୍ୱତନ୍ତ୍ର ପରିଚୟ ପାଇଛି ଉକ୍ରୃଷ୍ଟ ଗବେଷଣା ଉଦ୍ୟୋଗ କ୍ଷେତ୍ରରେ ରାଜ୍ୟ ଆଗ ଧାଡ଼ିରେ ରହିଛି ଆଗାମୀ ଦିନରେ କର୍ଣ୍ଣାଟକ ସଫଳତାର ନୂଆ ଉଚ୍ଚତାରେ ଉପନୀତ ହେଉ ’’

SR


(ରିଲିଜ ଆଡି: 1768419) ପରିଦର୍ଶକ କାଉଣ୍ଟର : 156