ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କେରଳ ପିରବୀ ଦିବସ ଅବସରରେ କେରଳବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
प्रविष्टि तिथि:
01 NOV 2021 9:30AM by PIB Bhubaneswar
କେରଳ ପିରବୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେରଳର ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
‘‘କେରଳର ଲୋକମାନଙ୍କୁ କେରଳ ପିରବୀ ଦିବସର ଶୁଭେଚ୍ଛା । ସୁରମ୍ୟ ପରିବେଶ ଓ ଏହାର ଲୋକଙ୍କର ପରିଶ୍ରମୀ ସ୍ୱଭାବ ପାଇଁ କେରଳ ବେଶ୍ ପ୍ରଶଂସିତ । କେରଳର ଲୋକମାନେ ସେମାନଙ୍କ ବିଭିନ୍ନ ପ୍ରଚେଷ୍ଟାରେ ସଫଳ ହୁଅନ୍ତୁ ।’’
SR
(रिलीज़ आईडी: 1768410)
आगंतुक पटल : 135
इस विज्ञप्ति को इन भाषाओं में पढ़ें:
Malayalam
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada