ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆନ୍ଧ୍ରପ୍ରଦେଶର ସ୍ଥାପନା ଦିବସରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
Posted On:
01 NOV 2021 9:28AM by PIB Bhubaneshwar
ଆନ୍ଧ୍ରପ୍ରଦେଶର ସ୍ଥାପନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
‘‘ଆନ୍ଧ୍ରପ୍ରଦେଶର ସ୍ଥାପନା ଦିବସ ଅବସରରେ ରାଜ୍ୟର ଭଉଣୀ ଓ ଭାଇମାନଙ୍କୁ ମୋର ଶୁଭେଚ୍ଛା । ଆନ୍ଧ୍ରପ୍ରଦେଶର ଲୋକମାନେ ସେମାନଙ୍କ କୁଶଳତା, ପ୍ରତିବଦ୍ଧତା ଓ ଦୃଢ଼ ମନୋଭାବ ପାଇଁ ଭଲ ଭାବେ ପରିଚିତ । ଏହି କାରଣରୁ ସେମାନେ ଅନେକ କ୍ଷେତ୍ରରେ ସଫଳତା ହାସଲ କରିପାରିଛନ୍ତି ।
ଆନ୍ଧ୍ରପ୍ରଦେଶର ଲୋକମାନେ ସବୁବେଳେ ସୁଖୀ, ସ୍ୱାସ୍ଥ୍ୟବାନ ଓ ସଫଳ ହୁଅନ୍ତୁ ।’’
SR
(Release ID: 1768408)
Visitor Counter : 185
Read this release in:
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam