ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶ୍ୱ ଯୁଦ୍ଧରେ ଇଟାଲୀରେ ଲଢିଥିବା ଭାରତୀୟ ସୈନିକଙ୍କ ସ୍ମରଣ ସଭାରେ ଭାଗ ନେଇଥିବା ଶିଖ ସମ୍ପ୍ରଦାୟ ଓ ସଂସ୍ଥାର ପ୍ରତିନିଧିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 30 OCT 2021 12:05AM by PIB Bhubaneshwar

ପ୍ରଥମ ଓ ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ଇଟାଲୀରେ ଲଢିଥିବା ଭାରତୀୟ ସୈନିକଙ୍କ ସ୍ମରଣ ସଭାରେ ଭାଗ ନେଇଥିବା ବିଭିନ୍ନ ସମ୍ପ୍ରଦାୟର ସଦସ୍ୟଙ୍କ ସହ ଶିଖ ସମ୍ପ୍ରଦାୟ ଓ ସଂସ୍ଥାର ପ୍ରତିନିଧିମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭେଟି ଆଲୋଚନା କରିଛନ୍ତି ।

ଏହି ଯୁଦ୍ଧଗୁଡିକରେ ବୀରତ୍ୱ ପ୍ରଦର୍ଶନ କରିଥିବା ଭାରତୀୟ ସୈନିକଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । 

SR


(ରିଲିଜ ଆଡି: 1767881) ପରିଦର୍ଶକ କାଉଣ୍ଟର : 226