ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଇଟାଲୀୟାନ କଂଗ୍ରେଗେସନ ଫର କୃଷ୍ଣ କନସାଇଓନେସ୍‍ (ଇସ୍‍କନ) ପ୍ରତିନିଧୀଙ୍କୁ ଭେଟିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 30 OCT 2021 12:04AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ସଂଗଠନର ସଦସ୍ୟଙ୍କ ସହ ଇଟାଲୀୟାନ କଂଗ୍ରେଗେସନ ଫର କୃଷ୍ଣ କନସାଇଓନେସ୍‍ (ଇସ୍‍କନ) ପ୍ରତିନିଧୀଙ୍କ ସହ ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀ ଇଟାଲୀରେ ସେମାନଙ୍କର ବିଭିନ୍ନ ସାମାଜିକ କାର୍ଯ୍ୟ ସହିତ ଭଗବଦ୍ ଗୀତାଙ୍କ ବାର୍ତ୍ତା ପ୍ରଚାର କରିବାରେ ସେମାନଙ୍କର ଅବଦାନକୁ ପ୍ରଶଂସା କରିଥିଲେ ।

HS


(ରିଲିଜ ଆଡି: 1767877) ପରିଦର୍ଶକ କାଉଣ୍ଟର : 282