ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଆର.କେ ଲକ୍ଷ୍ମଣଙ୍କୁ ତାଙ୍କର ୧୦୦ ତମ ଜନ୍ମ ବାର୍ଷିକୀରେ ମନେ ପକାଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 24 OCT 2021 10:30AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ୟଙ୍ଗ ଚିତ୍ରକର ଆର.କେ.ଲକ୍ଷ୍ମଣଙ୍କୁ ତାଙ୍କର ୧୦୦ ତମ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ୨୦୧୮ ରେଟାଇମଲେସ ଲକ୍ଷ୍ମଣପୁସ୍ତକ ଉନ୍ମୋଚନ କରିବା ସମୟରେ ସେ ଦେଇଥିବା ଅଭିଭାଷଣକୁ ଶ୍ରୀ ମୋଦୀ ପ୍ରକାଶ କରିଥିଲେ

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ତାଙ୍କର ୧୦୦ ତମ ଜନ୍ମ ବାର୍ଷିକୀରେ ବହୁମୁଖୀ ପ୍ରତିଭାଧାରୀ ଆର.କେ ଲକ୍ଷ୍ମଣଙ୍କୁ ମନେ ପକାଉଛି ସେ ତାଙ୍କର ବ୍ୟଙ୍ଗଚିତ୍ର ମାଧ୍ୟମରେ ସେହି ସମୟର ସାମାଜିକ-ରାଜନୈତିକ ବାସ୍ତବତାକୁ ସୁନ୍ଦର ଭାବରେ ବଖାଣୁଥିଲେ ୨୦୧୮ ରୁ ଏକ ଭାଷଣକୁ ମନେପଡେ, ଯେତେବେଳେ ମୁଁଟାଇମଲେସ୍ଲକ୍ଷ୍ମଣପୁସ୍ତକକୁ ଉନ୍ମୋଚନ କରିଥିଲି

HS


(ରିଲିଜ ଆଡି: 1766116) ପରିଦର୍ଶକ କାଉଣ୍ଟର : 230