ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ପୋଲିସ ସ୍ମୃତି ଦିବସରେ କାର୍ଯ୍ୟ କ୍ଷେତ୍ରରେ ଶହୀଦ ହୋଇଥିବା ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 21 OCT 2021 10:51AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟ କ୍ଷେତ୍ରରେ ପ୍ରାଣ ହରାଇଥିବା ସେହି ସମସ୍ତ ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ପୋଲିସ୍ ସ୍ମୃତି ଦିବସରେ ମୁଁ ଆଇନ ଶୃଙ୍ଖଳା ରକ୍ଷା ତଥା ଆବଶ୍ୟକ ସମୟରେ ଅନ୍ୟମାନଙ୍କୁ ସାହାଯ୍ୟ କରିବାରେ ଆମର ପୋଲିସ୍ ବାହିନୀର ଉଲ୍ଲେଖନୀୟ ଉଦ୍ୟମକୁ ସ୍ୱୀକାର କରୁଛି କାର୍ଯ୍ୟ କ୍ଷେତ୍ରରେ ପ୍ରାଣ ହରାଇଥିବା ସେହି ସମସ୍ତ ପୋଲିସ୍ କର୍ମଚାରୀଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି

HS


(ରିଲିଜ ଆଡି: 1765417) ପରିଦର୍ଶକ କାଉଣ୍ଟର : 240