ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମହାନବମୀ ଅବସରରେ ମା ସିଦ୍ଧିଦାତ୍ରୀଙ୍କୁ ପ୍ରାର୍ଥନା ଜଣାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 14 OCT 2021 10:02AM by PIB Bhubaneshwar

ମହାନବମୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମା ସିଦ୍ଧିଦାତ୍ରୀଙ୍କୁ ପ୍ରାର୍ଥନା ଜଣାଇବା ସହ ଦେଶବାସୀଙ୍କ ପାଇଁ ଆଶୀର୍ବାଦ କାମନା କରିଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ନବରାତ୍ରୀରେ ମହାନବମୀର ପବିତ୍ର ଅବସରରେ ମା ସିଦ୍ଧିଦାତ୍ରୀଙ୍କ ପୂଜାର୍ଚ୍ଚନା ହୋଇଥାଏ । ତାଙ୍କ ଆଶୀର୍ବାଦରୁ ସମସ୍ତଙ୍କୁ ନିଜ ନିଜର ସିଦ୍ଧି ପ୍ରାପ୍ତ ହେଉ ବୋଲି କାମନା କରୁଛି । ମାତାଙ୍କ ଭକ୍ତମାନଙ୍କ ପାଇଁ ଏକ ସ୍ତୁତି ନିବେଦନ କରୁଛି.... https://t.co/YYTr3oNm5Y

 

SR


(रिलीज़ आईडी: 1763929) आगंतुक पटल : 261
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam