ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀ ବିସାସୋଲି ହୋଙ୍ଗୁଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 12 OCT 2021 9:51PM by PIB Bhubaneshwar

ନାଗାଲ୍ୟାଣ୍ଡର ଶ୍ରୀ ବିସାସୋଲି ହୋଙ୍ଗୁଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି:

‘ଶ୍ରୀ ବିସାସୋଲି ହୋଙ୍ଗୁ ଜଣେ କଠିନ ପରିଶ୍ରମୀ ଏବଂ ସମର୍ପିତ ବ୍ୟକ୍ତି ଥିଲେ, ଯିଏକି ନାଗାଲ୍ୟାଣ୍ଡର ପ୍ରଗତି ଏବଂ ନାଗା ଲୋକଙ୍କ ସଶକ୍ତିକରଣ ଦିଗରେ ବିଶେଷ ଆଗ୍ରହୀ ଥିଲେ । ରାଜ୍ୟରେ ବିଜେପି ଦଳକୁ ସଶକ୍ତ କରିବାରେ ସେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ବିୟୋଗରେ ମୁଁ ମର୍ମାହତ । ତାଙ୍କ ପରିବାର ଓ ସମର୍ଥକଙ୍କ ପ୍ରତି ମୋର ସମବେଦନା । ଅମର ଆତ୍ମାର ସଦଗତି କାମନା କରୁଛି” ।

 

**********

TRP/


(रिलीज़ आईडी: 1763751) आगंतुक पटल : 166
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam