ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜୟନ୍ତୀ ଅବସରରେ ରାଜମାତା ବିଜୟା ରାଜେ ସିନ୍ଧିଆ ଜୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

Posted On: 12 OCT 2021 9:05AM by PIB Bhubaneshwar

ଜୟନ୍ତୀ ଅବସରରେ ରାଜମାତା ବିଜୟା ରାଜେ ସିନ୍ଧିଆ ଜୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

ଜୟନ୍ତୀ ଅବସରରେ ରାଜମାତା ବିଜୟା ରାଜେ ସିନ୍ଧିଆ ଜୀଙ୍କୁ ଶ୍ରଦ୍ଧାଞ୍ଜଳି । ତାଙ୍କ ଜୀବନ ଜନସେବା ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ଥିଲା । ସେ ଦୃଢମନା ଓ ଦୟାଳୁ ଥିଲେ । ଆଜି ବିଜେପି ଲୋକଙ୍କ ବିଶ୍ୱାସର ଦଳ ଭାବେ ଉଭା ହୋଇଛି, କାରଣ ଆମ ପାଖରେ ରାଜମାତା ଜୀଙ୍କ ଭଳି ମହାନ ବ୍ୟକ୍ତିତ୍ୱ ଥିଲେସେ ଲୋକଙ୍କ ପାଇଁ କାମ କରିଥିଲେ ଓ ଦଳକୁ ମଜବୁତ କରିଥିଲେ ।

SR



(Release ID: 1763274) Visitor Counter : 124