ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଚିପି ବିମାନବନ୍ଦର, ସିନ୍ଧୁଦର୍ଗ ଏବଂ ମୁମ୍ବାଇ ମଧ୍ୟରେ ବିମାନ ସେବା ଆରମ୍ଭ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 09 OCT 2021 11:11PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଚିପି ବିମାନବନ୍ଦର, ସିନ୍ଧୁଦର୍ଗ ଏବଂ ମୁମ୍ବାଇ ମଧ୍ୟରେ ନୂତନ ବିମାନ ସେବା ଏହି ଅଞ୍ଚଳର ପର୍ଯ୍ୟଟନ ଏବଂ ଯୋଗାଯୋଗକୁ ଏକ ଗତି ଦେବ ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଏକ ଟୁଇଟକୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି:

“ଆଜି କୋଙ୍କଣ ଅଞ୍ଚଳର ଲୋକଙ୍କ ପାଇଁ ଏକ ବିଶେଷ ଦିନ ଏବଂ ଏହା ନିଶ୍ଚିତ ଭାବରେ ଯୋଗାଯୋଗ ଏବଂ ପର୍ଯ୍ୟଟନ ପାଇଁ ଏକ ପ୍ରେରଣା ଦେବ ବୋଲି ସେ କହିଛନ୍ତି ।”

HS


(ରିଲିଜ ଆଡି: 1762970) ପରିଦର୍ଶକ କାଉଣ୍ଟର : 230